Surprise Me!

ଶ୍ରାବଣ ପ୍ରଥମ ସୋମବାର: ବୋଲ ବମ..ହର ହର ବମ ଧ୍ୱନିରେ କମ୍ପୁଛି ଶୈବପୀଠ

2025-07-14 1 Dailymotion

ଶ୍ରାବଣ ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ବାବା ହଟକେଶ୍ଵରଙ୍କ ପୀଠ । ଭୋଳାବାବାଙ୍କୁ ଜଳ ଲାଗି କରିବା ପାଇଁ ସକାଳୁ ସକାଳୁ ଶିବ ମନ୍ଦିରରେ ଧାଡି ଲଗାଇଛନ୍ତି କାଉଡିଆ ।